ବାଲିପାଟଣାରେ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ବାଲିପାଟଣା ମଣ୍ଡଳରେ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି ।

ଏଥିରେ ମଣ୍ଡଳସଭାପତି ନାରାୟଣ ଖୁଣ୍ଟିଆ, ଶୁକାନ୍ତ ନାୟକ ,ପବିତ୍ର କୁମାର ଭୋଇ, ପ୍ରଶନ୍ନ କୁମାର ଭୋଇ, କାଳନ୍ଦି ବେହେରା, ଚିରଞିବି ଜେନା, ସୁନିଲି ପଣ୍ଡା ପ୍ରଦିପ ଭୋଇ ଓ ସୋମନାଥ ସ୍ବାଇଁ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes