ବାଲପୁର ଗ୍ରାମରେ ୨୪ ପ୍ରହର ନାମଯଜ୍ଞ ଉଦଯାପିତ

ସୋନପୁର ସଦରବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲପୁର ଗ୍ରାମରେ ଚାଲିଥିବା ୨୪ପ୍ରହର ନାମଯଜ୍ଞ ଆଜି ଉଦଯାପିତ ହୋଇଯାଇଛି ।

ଏଥିରେ ୧୬ଟି କିର୍ତ୍ତନ ଦଳ ଅଂଶଗ୍ରହଣ କରିଥିବାବେଳେ ପୂଜକ ଦାୟିତ୍ୱ ତୁଲାଇଥିଲେ ଶତୃଘ୍ନ ପୂରୋହିତ କର୍ତ୍ତା ଦାୟିତ୍ଵ ତୁଲାଇ‌ଥିଲେ ଶଙ୍କରପ୍ରସାଦ ସା ଏବଂ ତାଙ୍କ ସ୍ତ୍ରୀ ଗାୟତ୍ରୀ ସା ଏବଂ ବାଲପୁର ଗ୍ରାମର ଜନ ସାଧାରଣ ସହୋଯୋଗ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes