ଆଜି ବାରିପଦା ନଗରପାଳ କୃଷ୍ଣାନନ୍ଦ ମାହାନ୍ତିଙ୍କ ନେତୃତ୍ୱରେ ଏକ କାଉନସିଲର ମୟୁରଭଂଜ ଜିଲ୍ଲାପାଳକୁ ଦୁଇ ଲକ୍ଷ ଟଙ୍କାର ଏକ ଚେକ ଆର୍ଥିକ ସହାୟତା ହିସାବରେ ପ୍ରଦାନ କରିଥିଲେ।
ଏହାର ମୁଖ୍ୟ ଉଦେଶ୍ୟ ହେଉଛି ରଥଯାତ୍ରାକୁ ଅଧିକ ଆକର୍ଷଣ ଓ ସୁନ୍ଦର ଭାବରେ ପାଳନ ପାଇଁ।
Credible Local News of Odisha