ବାରବାଟୀ ମୁକାବିଲା ପାଇଁ ମୁତୟନ ହେବେ ୬୨ ପ୍ଲାଟୁନ ଫୋର୍ସ

ଷ୍ଟାଡିୟମ ଭିତରକୁ ପାଣି ବୋତଲ ଓ ବାହାର ଖାଦ୍ୟ, ମ୍ୟାଚ୍ ବକ୍ସ, ହେଲମେଟ୍, ବ୍ୟାଗ ନେବାକୁ ବାରଣ କରାଯାଇଛି।

ଖୁଚୁରା ପଇସା ନ ଆଣିଲେ ଭଲ ହେବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର। କେବଳ ମୋବାଇଲ ନେଇ ଷ୍ଟାଡିୟମକୁ ଯାଇପାରିବେ ଦର୍ଶକ। ଦର୍ଶକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ବୋଲି ଡିସିପି ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes