ବାବା ମଣ୍ଡଳେଶ୍ୱର ମହାଦେବଙ୍କ ଶିବବିବାହ ଅନୁଷ୍ଠିତ

ବାରିପଦାର ପୋଲିସ ଲାଇନ ସ୍ଥିତ ବାବା ମଣ୍ଡଳେଶ୍ୱର ମହାଦେବଙ୍କ ମନ୍ଦିରରେ ଶୀତଳ ଷଷ୍ଠୀ ଅବସରରେ ଶିବବିବାହ ଅନୁଷ୍ଠିତ ହୋଇଛି।

ବୈଦିକ ରୀତିନୀତି ମଧ୍ୟରେ ଶିବ ଓ ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିଲା। ଚଳିତ ଥର ବର ପକ୍ଷରୁ ପିତା ମାତା ଭାବେ ରାମକୃଷ୍ଣ ଦାସ ଓ ଧର୍ମପତ୍ନୀ ଏବଂ କନ୍ୟା ପକ୍ଷରୁ ପିତା ମାତା ଅଶୋକ କୁମାର ସ୍ୱାଇଁ ଓ ଧର୍ମପତ୍ନୀ ମନୋନୀତ ହୋଇ ରୀତିନୀତି ଅନୁଯାୟୀ କାର୍ଯ୍ୟ ବିବାହ କାର୍ଯ୍ୟ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes