ବାଣିଜ୍ୟରେ ପାସ୍ କଲେ ୨୧, ୧୬୫ ପିଲା

ଚଳିତ ବର୍ଷ +୨ ବାଣିଜ୍ୟ ପରୀକ୍ଷା ୨୩, ୭୨୬ ପିଲା ଦେଇଥିବା ବେଳେ ବାଣିଜ୍ୟରେ ପାସ୍ କରିଛନ୍ତି ୨୧, ୧୬୫ (ପ୍ରତିଶତ- ୮୯.୨୦%) ପିଲା।

ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ମୋଟ ୧୦, ୮୬୩, ଦ୍ୱିତୀୟ ଶ୍ରେଣୀରେ ୫୦୫୩ ଓ ତୃତୀୟ ଶ୍ରେଣୀରେ ୫୨୪୨ ପିଲା ପାସ୍ କରିଛନ୍ତି। ବାଳକ ପାସ୍ ହାର- ୮୮.୩୨% ଓ ବାଳିକା ପାସ୍ ହାର- ୯୦.୭୧% ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes