ବାଇକରେ ବାନ୍ଧି ଯୁବକଙ୍କୁ ଦୌଡ଼ାଇବା ଘଟଣାରେ ୨ ଅଟକ

କଟକ ସହରର ସେଲଟର ଛକରେ ଜଣେ ଯୁବକକୁ ବାଇକରେ ବାନ୍ଧି ୨ କିମି ଯାଏଁ ଦୌଡ଼ାଇବା ଘଟଣାରେ ଲାଲବାଗ ଥାନା ପୁଲିସ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏହା ସହ ସ୍କୁଟି ଜବତ କରାଯାଇଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes