ବସ୍- ହାଇଓ୍ୱା ଧକ୍କାରେ ବନ୍ଧ ତଳକୁ ଓଲଟିଲା ବସ୍, ୨୫ ଆହତ

କଟକ ଚାନ୍ଦବାଲି ରାସ୍ତା ଛପୋଲିଆ ନଦୀ ରାସ୍ତାକୁ ବସ୍ ଓଲଟି ପଡ଼ିଛି।

ବସଟି ଚାନ୍ଦବାଲିରୁ ୭୦ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା।୨୫ ଆହତଙ୍କୁ ଆଳି ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes