ବସ୍ତି ଭିତରକୁ ପଶିଗଲା ଗାଡ଼ି

କଟକ ହରିଣ ପାର୍କ ବସ୍ତି ଭିତରକୁ CMCର ମଇଳା ଟାଙ୍କି ସଫା କରୁଥିବା ଗାଡ଼ି ପଶିଯାଇଛି।

ବସ୍ତିର ଗୋଟିଏ ଘର ଓ ଦୋକାନ ଭାଙ୍ଗି ଚୁରମାର୍ ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes