ବଲାଙ୍ଗୀର ରେ କୃଷି ରଥ ଉଦଘାଟିତ ହେଲା

ବଲାଙ୍ଗୀର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ(ସି.ଡିଏ ଓ) ଶାରଦା ପ୍ରସାଦ ମିଶ୍ର ଓ ଏଡିଓ ଗୁରେନ୍ଦ୍ର ସିଂ ପତାକା ଦେଖାଇ ଆଜି ବଲାଙ୍ଗିର ଠାରେ ଏକ କୃଷି ରଥ ଉଦଘାଟନ କରିଥିଲେ। 

ଚାଷୀମାନଙ୍କୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର ଉପାଦେୟର ସଚେତନ କରିବା ଏହି ରଥର ମୂଳ ଲକ୍ଷ୍ୟ ବୋଲି ସିଡିଏଓ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes