ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯ ଲକ୍ଷ ଲୋକ ନେଇନାହାନ୍ତି ଦ୍ୱିତୀୟ ଡୋଜ୍

୪୦% ସ୍ୱାସ୍ଥ୍ୟକର୍ମୀ, ୧୦% ସମ୍ମୁଖ ଯୋଦ୍ଧା ପ୍ରିକସନ ଡୋଜ୍ ନେଇନଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଜୁନ୍ ୧ରୁ ହର୍ ଘର୍ ଦସ୍ତକ କାର୍ଯ୍ୟକ୍ରମରେ ୧.୪୬ ଲକ୍ଷ ଟିକା ନେଇଛନ୍ତି। ଏବେ ରାଜ୍ୟର ୨୨୭୭ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ଚାଲିଥିବା ସେ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes