ବରିଷ୍ଠ ନାଗରିକଙ୍କ ସହ ଯୋଗମୁଦ୍ରାରେ ଅପରାଜିତା

ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଉତ୍ତର ଭୁବନେଶ୍ୱର ୱାର୍ଡ -୭ ଅଞ୍ଚଳ ପରିଦର୍ଶନ କରି ଯୋଗ ଶିବିରରେ ଯୋଗ କରିବା ସହ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ l

ଏହି ଅବସରରେ ସ୍ଥାନୀୟ ବିଜେପି କର୍ପୋରେଟର ବହୁ ବରିଷ୍ଠ ନାଗରିକ ଏବଂ ଜନ ସାଧାରଣ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes