ବରମୁଣ୍ଡାରେ ବିଜେପିର ପ୍ରତିବାଦ ରାଲି

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଦର୍ଶାଇ ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ବରମୁଣ୍ଡାରେ ପ୍ରତିବାଦ ରାଲି, ନାରାବାଜି ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes