ବରଗଡ଼ରେ ଟ୍ରକ ଦୁର୍ଘଟଣାରେ ଜଣେ ମୃତ

ଆଜି ବରଗଡ଼ସ୍ଥିତ ଗଣପତି ହୋଟେଲ ସମ୍ମୁଖରେ ଟ୍ରକ ଓ ବାଇକ୍ ମଧ୍ୟରେ ଧକ୍କା ହୋଇଥିବାରୁ ସେହି ସ୍ଥାନରେ ବାଇକ୍ ଚାଳକ ଳର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes