ବନ୍ୟାରେ ଭାଙ୍ଗିଛି 14,235 ଘର

ଚଳିତ ବନ୍ୟାରେ 14 ହଜାର 235 ଘର ଭାଙ୍ଗିଥିବା ବେଳେ 1,26,162 ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି କୁହାଯାଇଥିବା ବନ୍ୟା କ୍ଷୟକ୍ଷତି ରିପୋର୍ଟରେ କୁହାଯାଇଛି l
ସରକାରଙ୍କ ପକ୍ଷରୁ 118 କୋଟି 58 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes