ବଡ଼ମ୍ବା ସିଂହନାଥ ପୀଠରେ ୧୪୪ ଲାଗୁ

ଗୋପିନାଥପୁର ମହାନଦୀ ଟି-ବ୍ରିଜରେ ଦଳାଚକଟା ପରେ ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କୁ ସିଂହନାଥ ପୀଠ ମନା କରାଯାଇଛି।

ମେଳାରେ ପଡିଥିବା ଦୋକାନୀଙ୍କୁ ଫେରିଯିବାକୁ ପ୍ରଶାସନ ଅପିଲ କରିଛି।
ଅଧିକ ଫୋର୍ସ ମୁତୟନ ରହିବା ପାଇଁ କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes