ବଡ଼ମାଲ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ

ବଲାଙ୍ଗିର ଜିଲ୍ଲା ବଡ଼ମାଲ ଗୋଳାବାରୁଦ କାରଖାନାର ୟୁନିଟ-୩ରେ କେମିକାଲ ମିଶ୍ରଣ ବେଳେ ବିସ୍ଫୋରଣ ଘଟି ୨ ବରିଷ୍ଠ ଟେକ୍ନିସିଆନ ଗୁରୁତର ହୋଇଛନ୍ତି।

ଉଭୟ ଗୁରୁତରଙ୍କୁ ବଡ଼ମାଲରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।ତେବେ କେଉଁ ପରିସ୍ଥିତିରେ ଘଟଣା ଘଟିଲା ଏନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes