ବଡ଼ଦାଣ୍ଡ ଡ୍ରେନରେ ଖସିପଡି ଅଜଣା ଯୁବକଙ୍କ ମୃତ୍ୟୁ

ପୁରୀ ବଡ଼ଦାଣ୍ଡର ଏକ ଖୋଲା ଡ୍ରେନରେ ଜଣେ ଅଜଣା ଯୁବକ ଖସିପଡି ପ୍ରାଣ ହରାଇଛି l କୁମ୍ଭାରପଡା ଥାନା ପୁଲିସ ଘଟଣା ସ୍ଥଳରେ ତଦନ୍ତ କରୁଥିବା ଆଜି ଅଧିକାରୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes