ବଡ଼ଗାଁରେ 24 ଘଣ୍ଟାରେ 90.4 ମିମି ବର୍ଷା July 14, 2022 by Rameswar mahakur ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁରେ 90.4 ମିଲିମିଟର ବର୍ଷା ହୋଇଛି l