ବଡମ୍ବାର ଶଙ୍ଖାମେରୀ ଗ୍ରାମରେ ପଶିଲା ମହାନଦୀ ବନ୍ୟା ଜଳ

କଟକ ଜିଲ୍ଲା ବଡମ୍ବାର ଶଙ୍ଖାମେରୀ ଗ୍ରାମ ନିକଟରେ ଆଜି ମହାନଦୀ ବନ୍ଧରେ ଘଳିଆ ହେବାରୁ ଗାଁରେ ବନ୍ୟା ଜଳ ପଶିଛି l ପ୍ରଶାସନ ଗାଁରୁ ଲୋକଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes