ବଡମା’ ସିନେମାରେ ଅଭିନୟ କରିବେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼:ରାଜନୀତିରୁ ବର୍ତ୍ତମାନ ସାମୟିକ ବିରତି ପରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଚଳଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତିଙ୍କ ଦ୍ୱାରା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତା ପାର୍ବତୀ ଗିରିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଚଳଚିତ୍ର ‘ବଡ଼ମା’ରେ ଅଭିନୟ କରିବେ ।

ଏଥିରେ ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ, ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତା ପାର୍ବତୀ ଗିରି ଓ କ୍ୟାବିନେଟ ମନ୍ତ୍ରୀ ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କ ମଧ୍ୟରେ ହୋଇଥିବା କଥୋପକଥନର ଏକ ଦୃଶ୍ୟରେ ପ୍ରସନ୍ନ ଆଚାର୍ଯ୍ୟ ନିଜେ ଅଭିନୟ କରିବେ ବୋଲି ପ୍ରଯୋଜକ ଲିଟୁ ମହାନ୍ତି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes