ଆଜି କାର୍ତିକ ମାସର ପବିତ୍ର ଏକାଦୋଷୀ ହୋଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଯଟେସିଙ୍ଗା ଗ୍ରାମ ପଂଚାୟତ ଅନ୍ତର୍ଗତ ବଡ଼ ଖମାରସ୍ଥିତ ଶ୍ୟାମସୁନ୍ଦର କୁଞ୍ଜ କୁଟୀର ବାରହାପଦର ମଠରେ ଗିରି ଗୋବର୍ଦ୍ଧନ ପୂଜା ବେଶ ଧୂମଧାମରେ ପାଳନ ହୋଇଛି।
Credible Local News of Odisha