ବଜ୍ର ପାତରେ ଅଜା ମୃତ, ନାତି ଗୁରୁତର

କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ତେଣ୍ଡେରା ପଞ୍ଚାୟତ ଘୁଣ୍ଟିବେଡା ଗାଁରେ ଏକ ଆଜବେଷ୍ଟସ ଘର ଭିତରେ ଅଜା ନାତି ସହ ଶୋଇଥିବା ବେଳେ ପ୍ରବଳ ବଜ୍ରପାତ ଅଜାଙ୍କର ମୃତ୍ୟୁ ଘଟିଛି ।

ମୃତ ଅଜା ଜଣକ ଘଷିପୁରା ଥାନା ରାଇଘାଟି ଗ୍ରାମର ବଳରାମ ପିଙ୍ଗୁଆ (୭୫) ଓ ଆହତ ନାତି ହେଉଛନ୍ତି ରଞ୍ଜନ ମୁଣ୍ଡା।ରଞ୍ଜନଙ୍କ ମୁଣ୍ଡ ବଜ୍ର ପାତ ରେ ଆଂଶିକ ପୋଡି ଯାଇଛି। ସେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes