ଫାଇଲ କେବେ ହଜେନି: ମନ୍ତ୍ରୀ

ଶ୍ରୀମନ୍ଦିର ଫାଇଲ ଆଇନ ବିଭାଗ ହଜେଇଦେବା ଘଟଣାରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଫାଇଲ କେବେ ହଜେନି, କେଉଁଠି ନା କେଉଁଠି ରହିଯାଇଥିବ, ଏନେଇ ତର୍ଜମା କରାଯାଉଛି, ବିଭାଗ କାର୍ଯ୍ୟାନୁଷ୍ଠାନ ନେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes