ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ

ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ଧାନ ଜୀବନ ସୁରକ୍ଷିତ ରଖାଯାଇପାରିବ ସେନେଇ ଗତ ୫ ତାରିଖରୁ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଟିକ୍ରାପଡାସ୍ଥିତ ବନ୍ୟା ଆଶ୍ରୟସ୍ଥଳୀ ଠାରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l

ତେବେ ଏହି କାର୍ଯ୍ୟକ୍ରମ ସ୍ବେଛାସେବୀ ସଂଗଠନ ଯବାଡ଼ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳନା କରାଯାଉଥିବା ବେଳେ ସଭାପତି ସୁବଳୟା ସରପଞ୍ଚ ପ୍ରୋମଦ ମହାପାତ୍ର ଉପସ୍ଥିତ ରହି ତାଲିମ ଶିବିର ଚାଲିଥିବା ଦେଖିବାକୁ ମିଳିଛି l ଏହି ତାଲିମ ତିନୋଟି ପର୍ଯ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ପଚିଶ ଜଣ ତାଲିମ ନେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes