ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ଆଜି ବୋୖଦ୍ଧ ସହରରେ ଥିବା ବିଜୁ ପଟ୍ଟନାୟକ ଛକଠାରେ ପ୍ରବାଦ ପୁରୁଷ ଶ୍ରୀ ବିଜୁ ପଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରାଦ୍ଧ ଦିବସ ପାଳନ କରିଛନ୍ତି ।

ଏଥିରେ ବୋୖଦ୍ଧ ବିଧାୟକ ଶ୍ରୀ ପ୍ରଦୀପକୁମାର ଅମାତ , କଣ୍ଟାମାଲ ବିଧାୟକ ଶ୍ରୀ ମହିଧର ରଣା, ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ଶ୍ରୀ ମୃତୁଞ୍ଜୟ ମିଶ୍ର ଓ ବହୁ ବିଜେଡ଼ିର କର୍ମୀମାନେ ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes