ପ୍ରବଳ ବର୍ଷାରେ ମଧ୍ୟ ରାଜଧାନୀରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ

ବିଭିନ୍ନ ଦାବି ନେଇ ଆଜି ହଜାର ହଜାର ଠିକା କର୍ମଚାରୀଙ୍କ ରାଜଧାନୀର ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି l ପ୍ରବଳ ବର୍ଷା ସତ୍ତ୍ୱେ କର୍ମଚାରୀ ମାନେ ଭିଜି ଭିଜି ଆନ୍ଦୋଳନ ଚଳାଇଥିବା ଦେଖିବାକୁ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes