ପ୍ରଧାନ ଶିକ୍ଷକଙ୍କ ନାଁରେ ୪ ଜଣ ଛାତ୍ରୀ ଆଣିଲେ ଯୌନ ନିର୍ଯାତନା ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଏକ ଉନ୍ନୀତ ୟୁପି ସ୍କୁଲ ପ୍ରଧାନ ଶିକ୍ଷକଙ୍କ ନାଁରେ ୪ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

ଏହି ଛାତ୍ରୀମାନେ ଷଷ୍ଠ ଶ୍ରେଣୀର ବୋଲି ଜଣାପଡିଛି। ଅଭିଯୋଗ ହେବା ପରେ ସ୍କୁଲ୍‌ରେ ଉତ୍ତେଜନା ଦେଖାଦେଇଛି। ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଘେରାଉ କରିଛନ୍ତି ଅଭିଭାବକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes