କେନ୍ଦୁଝର ସଦର ବ୍ଲକ ଅଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ଭାଜପା ପକ୍ଷରୁ ବ୍ଲକ ଅଫିସ ଘେରାଉ କରାଯାଇଛି।
ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଇ ଯୋଗ୍ୟ ହିତାଧୀକାରୀ lଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି। ସଦର ବିଧାୟକ ମୋହନ ମାଝୀଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରାରେ ଦଳୀୟ କର୍ମୀ ଓ ନେତା ସହର ପରିକ୍ରମା କରି ବ୍ଲକ ଅଫିସକୁ ଯାଇ ଘେରାଉ କରି ଦାବି ଜଣାଇଥିଲେ।