ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ପୋଡ଼ା ଉମେର ଗ୍ରାମ ଚିହ୍ନଟ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ପୋଖରିବନ୍ଦ ପଞ୍ଚାୟତ ପୋଡ଼ା ଉମେର ଗ୍ରାମକୁ ଜିଲ୍ଲା ପ୍ରଶାସନ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଚିହ୍ନଟ କରିଛି ।

ଏହି ଅବସରରେ ଜିଲ୍ଲା ଓ ବ୍ଳକ ପ୍ରଶାସନର ଅଧିକାରୀମାନେ ଗ୍ରାମ ଗସ୍ତକରି ଲୋକଙ୍କ ସୁବିଧା ଅସୁବିଧା ତଥା ମୌଳିକ ସମସ୍ୟା ଉପରେ ଅବଗତ ହୋଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes