ପ୍ରତିଶ୍ରୁତି ରଖିଲେ ସରପଞ୍ଚ, ରାସ୍ତା କାମ ଆରମ୍ଭ

କଳାହାଣ୍ଡି ଜିଲ୍ଲା କେଗାଁଓ ନିକଟ ଲାଞ୍ଜି ଠାରୁ ବଣ୍ଡାଯୋରକୁ ଯାଇଥିବା ରାସ୍ତା ନିର୍ମାଣ ପାଇଁ ନିର୍ବାଚନ ସମୟରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ସିନାପାଲି ସରପଞ୍ଚ ।

ଏବେ ତାହା ପାଳନ କରିବା ସହ ନିଜେ ଉପସ୍ଥିତ ରହି ରାସ୍ତା କାମ ଆରମ୍ଭ କରିଥିବାରୁ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes