ପୋଖରୀ ରେ ବୁଡି ଶିଶୁ ମୃତ

ମୟୁରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ କଟୁରିଆ ବିନ୍ଧାଣୀ ସାହି ଗ୍ରାମରେ ଆଜି ଜଣେ ଶିଶୁ ପୋଖରୀ ହୁଡା ଖେଳୁଥିବା ସମୟରେ ଗୋଡ଼ ଖସିଯାଇ ପୋଖରୀରେ ପଡି ବୁଡି ଯାଇଥିଲା ।

ଏଣେ ତେଣେ ଖୋଜାଖୋଜି ପରେ ପୋଖରୀରେ ପାଇଥିଲେ ଗ୍ରାମବାସୀ । ପରେ ଉଦଳା ଡାକ୍ତର ଖାନାକୁ ଆଣିବା ପରେ ଦେଢ଼ ବର୍ଷର ଶିଶୁ ପୁତ୍ର ବାଲାୟ ବାସ୍କେଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes