ପୋଖରୀ ଭିତରୁ ଉଦ୍ଧାର ହାତୀର ମୃତ୍ୟୁ

ସମ୍ବଲପୁର ଜିଲ୍ଲା ସାପଲହରାସ୍ଥିତ ପୋଖରୀ ଭିତରୁ କ୍ରେନ୍‌ ଯୋଗେ ଉଦ୍ଧାର ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଉଲ୍ଲେଖଯୋଗ୍ୟ, ହାତୀଟି ୫ଦିନ ହେବ ପୋଖରୀରେ ପଡିରହିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes