ପୋଖରୀ କୂଳରେ ୩ ନବଜାତଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଇନ୍ଦିପୁର ଗାଁ ପୋଖରୀ କୂଳରେ ୩ଟି ମୃତଦେହ ପଡ଼ିଛି।

ମୃତ ୩ ନବଜାତକୁ କିଏ ଓ କାହିଁକି ପକାଇଲା କାରଣ ଅସ୍ପଷ୍ଟ ଥିବାବେଳେ
ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes