ପୂର୍ବତନ ସାଂସଦ କମ୍ରେଡ ଶିବାଜୀ ପଟ୍ଟନାୟକଙ୍କ ଦେହାନ୍ତ

ବରିଷ୍ଠ କମ୍ୟୁନିଷ୍ଟ ନେତା ତଥା ଓଡ଼ିଶାର ପୂର୍ବତନ ସାଂସଦ କମ୍ରେଡ ଶିବାଜୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି l

ଏନେଇ କମ୍ୟୁନିଷ୍ଟ ନେତା ଜୟନ୍ତ ଦାସ ସୂଚନା ଦେବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes