ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଭଣ୍ଡାର ଗ୍ରାମ ହନୁମାନ ମନ୍ଦିର ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୩୧ତମ ସହିଦ ଦିବସ ଜିଲ୍ଲା କିସାନ ସେଲ୍ ସଭାପତି ନରେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି ।
ଏଥିରେ କଂଗ୍ରେସ କର୍ମକର୍ତ୍ତା ଯୋଗଦେଇ ସ୍ବର୍ଗତ ଗାନ୍ଧୀଙ୍କ ସ୍ମୁତି ଚାରଣ କରିଥିଲେ ।