ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ କାର୍‌ ଉପରକୁ ବୋମାମାଡ଼

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢ଼ି ସାହି ଘର ଆଗରେ ଥିବା କାର୍ ଉପରକୁ ବିଳମ୍ବିତ ରାତିରେ ୨ ଦୁର୍ବୃତ୍ତ ବାଇକରେ ଆସି ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି।

୩ଟିବୋମାମାଡ଼ ହୋଇଥିବା ବେଳେ ନିକଟରେ ଆଉ ୨ଟି ଅଫୁଟା ବୋମା ପଡ଼ିରହିଛି। ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes