ପୁଲିସକୁ ଚକମା ଦେଇ ଚମ୍ପଟ ମାରିଲା ଅଭିଯୁକ୍ତ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଗୋଧିଢିପ ଛକରେ ଚା’ ପିଇବା ବେଳେ ଚମ୍ପଟ ମାରିଛି ଅଭିଯୁକ୍ତ।

ଚୋରି ମାମଲାରେ ବୌଦ୍ଧରୁ ଅଭିଯୁକ୍ତକୁ ଆଣୁଥିଲା ନାକଟିଦେଉଳ ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes