ପୁରୁଣା ମାଟି କାନ୍ଥ ପଡ଼ି ୫ ବର୍ଷର ଝିଅ ମୃତ

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗୋରୁମହିଷାଣୀ ଥାନା କଳସୀଭଙ୍ଗା ଗାଁରେ ଏହି ଘଟଣା ଘଟିଛି।

ଏକ ପୁରୁଣା କାନ୍ଥ ଝିଅ ଉପରେ ପଡ଼ି ଯିବାରୁ ଝିଅର ମୃତ୍ୟୁ ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes