ପାଗରେ ସୁଧାର ପରେ ଆଜି ପୁରୀ ବ୍ଲୁ ଫ୍ଲାଗ ବିଚରେ ସୂର୍ଯ୍ୟକିରଣ ସୋ’ ପ୍ରଦର୍ଶନ ହେଉଛି।
ଏରୋବେଟିକ୍ ଟିମ ଆକାଶ ମାର୍ଗରେ ସାହସିକ ପ୍ରଦର୍ଶନ କରୁଛନ୍ତି। ଏକାସାଙ୍ଗରେ ଆକାଶରେ ୯ଟି ହକ ଲଢୁଆ ବିମାନ ଉଡୁଛି। ସୋ’ ଦେଖିବାକୁ ଲୋକଙ୍କ ଭିଡ ଜମିଛି।
Credible Local News of Odisha