ପୁରୀ ଠାରୁ ୬୮୦ କିମି ଦୂରରେ ରହିଛି ବାତ୍ୟା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅସାନୀ ‘ ଆଜି ସକାଳେ ପୁରୀ ଠାରୁ ଉତ୍ତର -ଉତ୍ତର ପୂର୍ବ ଦିଗରେ 680 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି l

ଏହା ଘଣ୍ଟା ପ୍ରତି 25 କିମି ବେଗରେ ଉତ୍ତର -ପଶ୍ଚିମ ଦିଗରେ ଗତି କରୁଛି l ଏହା ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନ ଥିଲେ ମଧ୍ୟ ଉପକୂଳ ଓଡ଼ିଶାରେ 10 ତାରିଖ ରାତିରୁ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମଡି କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes