ପୁରୀରୁ ଭୁବନେଶ୍ବର ଆସୁଥିବା ସାରଳା ବସ୍ ଦୁର୍ଘଟଣାଗ୍ରସ୍ତ

ପୁରୀରୁ ଲୋକ ନେଇ ଭୁବନେଶ୍ବର ଫେରୁଥିବା ବେଳେ ସାତଶଙ୍ଖଠାରେ ବସଟି ବର୍ଷା ଯୋଗୁ ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହୋଇ ଓଲଟି ପଡିଥିଲା।

ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ସାତଶଙ୍ଖ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes