ପୁଣି ରାସ୍ତା ଅବରୋଧ କଲା ବିଜେପି

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ବିଜେପି ଟାୟାର ଜାଳି ନିମାପଡ଼ା-ପିପିଲି, ନିମାପଡ଼ା-ବାଲିପାଟଣା ରାସ୍ତା ଅବରୋଧ କରିଥିଲା।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ରାସ୍ତା ଅବରୋଧ କରିଛି ବିଜେପି। ଏହି ଘଟଣାକୁ ନେଇ ପୂର୍ବରୁ ମଧ୍ୟ ବିଜେପି ରାସ୍ତା ଅବରୋଧ କରିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes