ପୁଣି ନିଆଳିରେ ଅଜଣା ଜନ୍ତୁ ଆତଙ୍କ; ମାରିଲା ୨୯ଟି ମେଣ୍ଢା

କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୁଣାଦୋଳ ଠାକୁର ପୋଖରୀସାହିରେ ୨ ଜଣଙ୍କ ଗୁହାଳରେ ୨ ଦିନରେ ୨୯ ମେଣ୍ଢାକୁ ମାରିଛି ଅଜଣା ଜନ୍ତୁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes