ପିପିଲି ଟୋଲ ପ୍ଲାଜା ପାଖ ସମସ୍ତ ଷ୍ଟ୍ରିଟ ଲାଇଟ ୩ ଦିନ ଭିତରେ ଠିକ ହେବ

ପିପିଲି ଟୋଲ ପ୍ଲାଜା ନିକଟରେ ଥିବା ସମସ୍ତ ହାଇମାଷ୍ଟ ଓ ଷ୍ଟ୍ରିଟ ଲାଇଟ ଗୁଡିକୁ ତିନି ଦିନ ଭିତରେ କାର୍ଯ୍ୟକ୍ଷମ କରିବାକୁ ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଲିଖିତ ପ୍ରତିଶୃତି ଦେଇଛନ୍ତି l

ଏହାସହ ମଙ୍ଗଳପୁର ଅଂଚଳରେ ଥିବା ଜାତୀୟ ରାଜପଥ ଷ୍ଟ୍ରିଟଲାଇଟ ଗୁଡିକ ଆସନ୍ତା ପନ୍ଦର ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରାଇବାକୁ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଛନ୍ତି l ଧାରଣା ପରେ ଏହି ସମସ୍ୟାର ସମାଧାନ ହୋଇଛି l ଆଜି ଲୋକଙ୍କ ସହ ବିଧାୟକ ରୁଦ୍ର ମହାରଥୀ ଧାରଣାରେ ବସିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes