ପିକ୍ଅପ୍ ଓ ବାଇକ ଧକ୍କା ଜଣେ ମୃତ

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ମଦନାପାଳ ଛକ ଠାରେ ପିକ୍ ଅପ ଓ ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍ ଚାଳକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଉଦଳା ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି ।

ମୃତକ ଜଣକ କପ୍ତିପଦା ଥାନା ବଡ଼ଖଳାଡି ଗ୍ରାମ ର ସତ୍ୟରଞ୍ଜନ ନାୟକ। ଘଟଣା ସ୍ଥଳରୁ ପିକ ଅପ ଫେରାର ହୋଇ ଯାଇଥିବାବେଳେ ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes