ପାଣିପାଇଁ ହନ୍ତ ସନ୍ତ ହେଉଛନ୍ତି ଜନସାଧାରଣ

ସୋନପୁର ସଦରବ୍ଲକ ଲଛିପୁର ଅଙ୍ଗନଦୀକୂଳରେ ଜଳଯୋଗାଣ ପ୍ରକଳ୍ପ ନର୍ମାଣ ହୋଇ ଲଛିପୁର ଓ ଅସୁରମୁଣ୍ତା ଗ୍ରାମକୁ ସଂଯୋଗ କରାଯାଇଛି ଏବଂ ଅସୁରମୁଣ୍ତା ଛକ ନିକଟରେ ଦିଆହୋଇଛି ଏକ ସୁଇଚ୍ ଭାଲ ସେଥିରୁ ଯାହା ଟିକିଏ ଟିକିଏ ପାଣି ବାହାରୁଛି ଭରସାରେ ଚଳୁଛନ୍ତି ୨୦ ପରିବାର ପାଣି ଅଭାବ ଯୋଗୁଁ ଏକ ଷ୍ଟେନ ପୋଷ୍ଟ ଦେବାପାଇଁ ସ୍ଥାନିୟବାସୀ ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଅଣଦେଖା କରୁଥିବା ଅଭିଯୋଗ ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes