ପାଟଣା ଓ ସାହାରପଡା ଲ୍ୟାମ୍ପସ ଲର ନବ ନିର୍ବାଚିତ ଡ଼ାଇରେକ୍ଟର

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ପାଟଣା ଓ ରାଜନଗର ସମବାୟ ସମିତିର ଓ ସାହାରପଡା ବ୍ଲକ ସାହାରପଡା ସମବାୟ ସମିତି ଡ଼ାଇରେକ୍ଟର ନିର୍ବାଚନ ପାଇଁ ରବିବାର କଡା ସୁରକ୍ଷା ମଧ୍ୟରେ ମତଦାନ ଅନୁଷ୍ଠିତ ହୋଇଛି।

ପାଟଣା ଲ୍ୟାମ୍ପସ ୨ ଡ଼ାଇରେକ୍ଟର କେଶବ ପଲେଇ, ପରେଶ ସାହୁ ବିଜୟୀ ଘୋଷିତ ହୋଇଛନ୍ତି। ରାଜନଗର ଲ୍ୟାମ୍ପ ଅଶୋକ କୁମାର ସାହୁ ଓ ରୂପେଶ ସେଠୀ ନିର୍ବାଚିତ ହୋଇଛନ୍ତି। ବିଜୟୀ ହୋଇଥିବା ୭ ଜଣ ଡ଼ାଇରେକ୍ଟର ହେଉଛନ୍ତି ଚକ୍ରଧର ମହାନ୍ତ, ଫୁଲ ଝରି ନାଏକ, ସୁରେନ୍ଦ୍ରନାଥ ମାଝୀ, ମନୋରଞ୍ଜନ ଦିଗାର, ରଞ୍ଜନ କୁମାର ସାହୁ, ବାବୁଲାଲ ମୁଣ୍ଡା ଓ ସବ୍ୟସାଚୀ ସିଂ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes