ପହଣ୍ଡି ଯାତ୍ରାରେ ପ୍ରଭୁ ଜଗନ୍ନାଥ ଆସୁଛନ୍ତି

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳାରେ ଆଜି ପହଣ୍ଡି ଯାତ୍ରାରେ ପ୍ରଭୁ ଜଗନ୍ନାଥ ଆସୁଛନ୍ତି ।

ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କର ପହଣ୍ଡି ଯାତ୍ରା ଆରମ୍ଭ ହୋଇଛି । ମନ୍ଦିର ଛାଡି ରଥାରୂଢ ହୋଇ ଆଜି ଘୋଷ ଯାତ୍ରା ୪ଟା ସମୟରେ ଆରମ୍ଭ ହେବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes