ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଜାରି, ସୋନପୁରରେ ସର୍ବାଧିକ

ଆଜି ରାଜ୍ୟରେ 18 ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ଥିବା ବେଳେ 5 ଟି ସ୍ଥାନରେ 42 ଡିଗ୍ରୀ ଉପରେ ରହିଛି l

ସୋନପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା 43.2 ଡିଗ୍ରୀ ଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes